ଭୁବନେଶ୍ୱରରେ ଗତ ଦୁଇ ଦିନରେ ୫ ଜଣ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ: ଚିହ୍ନଟଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି