ସୁନ୍ଦରଗଡ଼: ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବିରେ ଅଲ୍‌ ଇଣ୍ଡିଆ ଫେଡେରେସନ୍ ପକ୍ଷରୁ #MCLର କୁଲଡ଼ା କୋଇଲା ଖଣିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଖନନ ବନ୍ଦ

ରାୟଗଡ଼ା: ବିଷମକଟକକୁ ଉପଖଣ୍ଡ ମାନ୍ୟତା ଓ ସବ୍‌ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ,ଦୋକାନ ବଜାର ଓ ଗାଡ଼ିଚଳାଚଳ ପ୍ରଭାବିତ