ମାଲକାନଗିରି: ଛତିଶଗଡ଼ ବିଜାପୁର ନିକଟରେ ଘରୋଇ ବସ୍‌ରୁ ଲୋକଙ୍କୁ ଓହ୍ଲାଇ ଜାଳିଦେଲେ ମାଓବାଦୀ

ଉଦଳା: ଜିଲ୍ଲାପାଳଙ୍କୁ ଭେଟି ସ୍କୁଲର ସମସ୍ୟା ଜଣାଇବାକୁ ଧାନଘେରା ଏକଲବ୍ୟ ମଡେଲ ସ୍କୁଲର ଛାତ୍ରଛାତ୍ରୀ ୫କିଲୋମିଟର ଚାଲିଲେ

Gauri-Lankesh

ବିଜେପି ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ: ଆରଏସ୍‌ଏସ୍‌ ବିରୋଧରେ ନ ଲେଖିଥିଲେ ସମ୍ଭବତଃ ବଞ୍ଚି ଯାଇଥାଆନ୍ତେ ଗୌରୀ

ମୁଁ ଜାଣି ପାରୁନି ମୋ ବୟସ ନେଇ ଅମିତ ଶାହାଙ୍କର କାହିଁକି ସନ୍ଦେହ ହେଉଛି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଅମିତଙ୍କ ଶାହାଙ୍କ ୧୨୦+ ମନ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ୨୦୧୯ ପାଇଁ ଶାହାଙ୍କ ଓଡ଼ିଶା ଗସ୍ତ କିଛି ପ୍ରଭାବ ପକାଇବନି

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ଗୃହ ଗରମ, ନିଜ ସ୍ଥାନରେ ଛିଡ଼ାହୋଇ ବିଜେଡି ବିଧାୟକଙ୍କ ନାରାବାଜି, ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି