ଚିତ୍ରକୋଣ୍ଡା: ଟନେଲ କ୍ୟାମ୍ପ୍‌ ନିକଟରେ ବିଏସ୍‌ଏଫ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୩ ଯବାନ ଆହତ, ବ୍ରେକ୍‌ ଫେଲ୍‌ ପାଇଁ ଗଛରେ ପିଟି ହେଲା ଗାଡ଼ି

ବିଧାନସଭା ଆରମ୍ଭରୁ ବିରୋଧୀ ଉଠାଇ ପାରନ୍ତି ପୋଲ ଭୁଶୁଡ଼ିବା ପ୍ରସଙ୍ଗ: ପ୍ରଶ୍ନକାଳ ବାତିଲ କରି ଆଲୋଚନା ଦାବି କରି ପାରନ୍ତି

ବିଧାନସଭାରେ କଂଗ୍ରେସ ଦେଇଥିବା ମୁଲତବି ନୋଟିସ୍ ‘ଚାଷୀ ଆଖିରେ ଲୁହ; ସମାଧାନ ପରିବର୍ତ୍ତେ ରାଜ୍ୟ, କେନ୍ଦ୍ର ଦୋଷ ଲଦାଲଦି’ ଗୃହୀତ, କୃଷି ମନ୍ତ୍ରୀ ଦେବେ ଉତ୍ତର

ନୀଳଗିରି: ଗୁଣି ସନ୍ଦେହରେ ଧୋବଶିଳାରେ ଘରେ ପଶି ମାଆ-ଝିଅଙ୍କୁ ପିଟିଲେ ଗାଁ ଲୋକେ; ଉଭୟଙ୍କୁ ଉଦ୍ଧାର କଲା ପୋଲିସ, ଘରୁ ଆପତ୍ତିଜନକ ସାମଗ୍ରୀ ଜବତ

ବମିଖାଲ ଓଭରବ୍ରିଜ୍‌ ଭୁଶୁଡ଼ିବା ଘଟଣା: ୫ ଜଣଙ୍କ ନାଁରେ ମାମଲା ରୁଜୁ କଲା କମିଶନରେଟ୍‌ ପୋଲିସ୍