ଆନନ୍ଦପୁର: ଜଳତଣ୍ଡା ଗାଁରୁ ମଦ ଦୋକାନ ଉଚ୍ଛେଦ ଦାବିରେ ଏନ୍‌ଏଚ୍‌-୨୦ ଅବରୋଧ, ପାଣିକୋଇଲି-କେନ୍ଦୁଝର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ

କଟକ: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ମୁସ୍ତାଫିଜ୍ ଅହମ୍ମଦଙ୍କ ପରଲୋକ, ଅଢ଼େଇ ମାସ ହେଲା ଚିକିତ୍ସାଧୀନ ଥିଲେ

ବାଲେଶ୍ୱର: ମନ୍ଦାରପୁରରେ ଟେଣ୍ଟ୍ କାମ ବେଳେ ୧୧ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ଭାଇ ମୃତ

ଖୋର୍ଦ୍ଧା: ଏନ୍‌ଏଚ୍‌-୫୭ ସାରୁଆ ପେଟ୍ରୋଲ୍‌ ପମ୍ପ ନିକଟରେ ଟ୍ରକ୍‌-କ୍ୟାଣ୍ଟର ଧକ୍କା, ଜଣେ ମୃତ, ୨୦ରୁ ଅଧିକ ଆହତ

ପୁରୀ: ଚନ୍ଦନପୁର ବାଇପାସ୍‌ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଚନ୍ଦନପୁର ବାଇପାସ୍‌ ନିକଟରେ ରାସ୍ତାରୋକ

ବ୍ରହ୍ମପୁର: ଖଲ୍ଲିକୋଟ କହ୍ନେଁଇପୁର ନିକଟରେ ଏନ୍‌କାଉଣ୍ଟର, ଅପରାଧୀ ସଉରୀ ନାହାକ ଓ ମିଟୁ ପ୍ରଧାନ ଆହତ, ଉଭୟ ଡାକ୍ତରଖାନାରେ ଭର୍ତ୍ତି