ଭୁବନେଶ୍ୱର: ଓଭରବ୍ରିଜ ଭୁଶୁଡ଼ିବା ଘଟଣା, ସହକାରୀ ଯନ୍ତ୍ରୀ କିଶୋର ରାଉତ ଗିରଫ ପରେ କହିଲେ ସବୁ ସୁରକ୍ଷା ବ୍ୟବସ୍ଥା ହୋଇଥିଲା, ଭାଗ୍ୟର ବିଡ଼ମ୍ବନା ପାଇଁ ଏପରି ଘଟିଲା

ନବରଙ୍ଗପୁରରେ ମକା ଜମିରେ ଗାଡ଼ି ମଡ଼ାଇବା ଘଟଣା: ଡାବୁଗାଁ ଆଇଆଇସି ସୁବାସ ରାଇଗୁରୁ ନିଲମ୍ବିତ

ଭୁବନେଶ୍ୱର: ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣା, ଡିସିପିଙ୍କ ନିକଟରେ ଆତ୍ମସମର୍ପଣ ପରେ ସହକାରୀ ଯନ୍ତ୍ରୀ କିଶୋର ରାଉତ ଗିରଫ

ବିଧାନସଭା ପ୍ରଶ୍ନକାଳରେ ପଞ୍ଚାୟତିରାଜ ବିଭାଗ ଉପରେ ଆଲୋଚନା ଆରମ୍ଭ: ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ

ପୂର୍ବତନ ମନ୍ତ୍ରୀ ମୁସ୍ତାଫିଜ୍‌ ଅହମ୍ମଦଙ୍କ ପରଲୋକରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନକୁ ଫ୍ଲାଗ୍‌ ଅପ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ଅଭିଯାତ୍ରୀ ଦଳରେ ୩ ଝିଅଙ୍କ ସହ ମୋଟ୍‌ ୧୫ ଜଣ ସାମିଲ

ଭୁବନେଶ୍ୱର: ପ୍ରଥମ ବର୍ଷର ଛାତ୍ରକୁ ରାଗିଂ ଅଭିଯୋଗରେ ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂଭୋଇଙ୍କ ପୁଅ ଶୋଭେନ ଓ ତାଙ୍କ ସାଙ୍ଗ ବାବାଶଙ୍କର ଦାସ ଗିରଫ