ମୃତ ଚାଷୀ ବୃନ୍ଦା ସାହୁଙ୍କ ଘରକୁ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଯିବା ପ୍ରସଙ୍ଗ: ମନ୍ତ୍ରୀ ଦାମୋଦର ରାଉତ କହିଲେ-ବୃନ୍ଦା ତାଙ୍କର ଦଳୀୟ ଲୋକ, ମୋର ସେ ଦଳୀୟ ଲୋକ ନୁହଁନ୍ତି, ମୁଁ କାହିଁକି ଯିବି