ବ୍ରାହ୍ମଣୀରେ ୨ୟ ସେତୁ ପ୍ରସଙ୍ଗରେ ବିଜେପି ସା.ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଲେ-ଚିଠି ଲେଖିବା ଓ ମିଛ କହିବା ନବୀନଙ୍କ ଚିରାଚରିତ ଅଭ୍ୟାସ, ତଥ୍ୟ ନଥାଇ କେନ୍ଦ୍ରକୁ ଦୋଷାରୋପ କରି ଧରାପଡ଼ିଛନ୍ତି ନବୀନ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଚିଠିର ଜବାବ ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ,କହିଲେ-ବ୍ରାହ୍ମଣୀ ୨ୟ ସେତୁ ପାଇଁ ଫରେଷ୍ଟ କ୍ଲିୟରାନ୍ସର ଆବଶ୍ୟକ ନାହିଁ,କୌଣସି ଆଳ ନ ଦେଖାଇ ଏନଏଚ୍‌ଏଆଇ କାମ ଆରମ୍ଭ କରୁ

ସରକାରୀ ଚାଉଳ ବାଟମାରଣା ପ୍ରସଙ୍ଗରେ ବିଧାନସଭାର ପ୍ରଶ୍ନକାଳରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଲେ-ଏଣିକି ସରକାରୀ ଚାଉଳ ଯାଉଥିବା ଗାଡ଼ିରେ ଲାଗିବ ଜିପିଏସ୍‌, ରାସ୍ତା ବଦଳାଇ ପାରିବେନି କିମ୍ବା ବାଟରେ ଅନଲୋଡ୍ କରିପାରିବେନି