ଜୟୀ ରାଜଗୁରୁଙ୍କୁ ସହିଦ ମାନ୍ୟତାକୁ ନେଇ ଭିନ୍ନମତ ପ୍ରସଙ୍ଗ: ସାମ୍ୱାଦିକଙ୍କ ପ୍ରଶ୍ନରେ ଚିହିଁକି ଉଠିଲେ ମନ୍ତ୍ରୀ ଦାମୋଦର ରାଉତ, କହିଲେ- ତୁମେ ମୁଖ୍ୟମନ୍ତ୍ରୀଙ୍କୁ ପଚାରୁନ, ସେ କେଉଁଠୁ ଜାଣିଲେ

ବ୍ରାହ୍ମଣୀ ସେତୁ ନେଇ ବିଜେପିର ଅଭିଯୋଗ ଉପରେ #BJD ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଲେ- ରାଜନୈତିକ ସ୍ୱାର୍ଥ ପାଇଁ #BJP ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛି, #NHAI ଆଗ କାମ ଆରମ୍ଭ କରୁ,ସବୁ ସୁବିଧା ଦିଆଯିବ