ନୂଆବର୍ଷ ପାଇଁ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟରେ ପରିବର୍ତ୍ତନ: ଆଜି ରାତି ୯ଟାରେ ମହାପ୍ରଭୁଙ୍କ ପହଡ଼ ପଡ଼ିବ; ରାତି ୨ରୁ ୨ଟା୩୦ ମଧ୍ୟରେ ଶ୍ରୀମନ୍ଦିର ଖୋଲିବ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା

ଇଂରାଜୀ ନବ ବର୍ଷ ପାଳନକୁ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ବିରୋଧ: ଇଂରାଜୀ ନବ ବର୍ଷ ପାଳନ ହିନ୍ଦୁ ଧର୍ମର ପରମ୍ପରା ନୁହେଁ, ଶ୍ରୀମନ୍ଦିର ସମ୍ମୁଖରେ ନୀରବ ପ୍ରତିବାଦ କରିବ ଆଦିତ୍ୟ ବାହିନୀ