ବିଜେପୁରରେ ଅନୁଷ୍ଠିତ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ସରିବା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ- ଓଡ଼ିଶାରେ #BJD ଶାସନର ପରିବର୍ତ୍ତନର ପଦଧ୍ୱନି ଶୁଭିଲାଣି, ଅହଙ୍କାର ଓ ଅସହିଷ୍ଣୁତାକୁ ବିଜେପୁର ଉପନିର୍ବାଚନରେ ଜବାବ ମିଳିବ

ରାଉରକେଲା: କୁଆଁରମୁଣ୍ଡା ଥାନା ଭିତରେ ପଶି ଟ୍ରକ୍‌ ଡ୍ରାଇଭରଙ୍କୁ ପିଟିଲେ ଠିକାଦାର; ପ୍ରତିବାଦ କରିବାରୁ ମହିଳା ହୋମଗାର୍ଡକୁ ପିଟିଲେ, ଆକ୍ରମଣ ଅଭିଯୋଗରେ ୩ ଠିକାଦାରଙ୍କୁ ଗିରଫ କଲା ପୋଲିସ