ପରିବାର ଲୋକଙ୍କ ଉପସ୍ଥିତିରେ କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହକୁ ହସ୍ପିଟାଲ୍‌ରୁ ଉଠାଇନେଲେ ଲୋକେ, ମୃତଦେହକୁ ରାସ୍ତା ମଝିରେ ରଖି NH-୨୬ ଅବରୋଧ,ଉତ୍ତେଜନା ଜାରି, ଅବରୋଧସ୍ଥଳରେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝି, ରାମଚନ୍ଦ୍ର କାଡ଼ାମ୍ ଓ ମିନାକ୍ଷୀ ବାହିନୀପତି ଉପସ୍ଥିତ