ଖରିଫ୍‌ ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଲେ- ଏଯାବତ୍‌ ୧୪ ଲକ୍ଷ ୩୨ ହଜାର ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଛି, ଧାନକୁ ୨ମାସ ଭିତରେ ମିଲିଂ କରିଦେବାକୁ ମିଲରଙ୍କୁ ନିର୍ଦ୍ଦେଶ

ଟ୍ରିପଲ୍‌ ତଲାକ ବିଲ୍‌ର କିଛି ଅଂଶକୁ ବିଜେଡିର ବିରୋଧ ନେଇ ଭର୍ତ୍ତୃହରି ମହତାବ କହିଲେ- ଏକ ଦେୱାନୀ ଆଇନରେ ଫୌଜଦାରୀ ନିୟମ ସନ୍ନିବେଶିତ ହୋଇଛି; ଯାହା ବେଆଇନ, ବିଜେଡିକୁ ତାହା ଠିକ୍ ଲାଗିଲାନି

ପୁଲୱାମାରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ଯବାନ ପ୍ରଦୀପ ପଣ୍ଡାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ସହିଦ ପ୍ରଦୀପଙ୍କ ପତ୍ନୀଙ୍କୁ ବି ମାସିକ ୨ ହଜାର ଟଙ୍କା ଭତ୍ତା ମିଳିବ