ବିଜେପୁର ଉପନିର୍ବାଚନ ନେଇ ତାରିଖ ଘୋଷଣା ପ୍ରସଙ୍ଗ: #CEC ଙ୍କ ବରିଷ୍ଠ ଉପଦେଷ୍ଟା ଭଗବାନ ପ୍ରକାଶ କହିଲେ- ନିରପେକ୍ଷ ନିର୍ବାଚନ ଲାଗି ନିର୍ବାଚନ କମିଶନ ପ୍ରତିଶ୍ରୁତିବଦ୍ଧ;ବିଜେପୁର ଦ୍ୱନ୍ଦ୍ୱ ନେଇ ଆଇନ ବିଷାରଦଙ୍କ ମତ ଲୋଡ଼ା ଯାଇଛି

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ପଞ୍ଚମ ଦଫା: ବ୍ରହ୍ମପୁର ଷ୍ଟେସନରୁ ୧ ହଜାର ତୀର୍ଥଯାତ୍ରୀ ଗଲେ ତିରୁପତି, ସଚିବାଳୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ଜିଆରପି ଆଇଆଇସିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ପ୍ରସଙ୍ଗ:ଆଇଆଇସିଙ୍କ ବିରୋଧରେ ଆଇପିସି ଧାରା ୩୭୬ରେ ମାମଲା ହୋଇଛି, ମାମଲାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେବ,ଅଭିଯୋଗ ମିଥ୍ୟା ହେଲେ ମହିଳା ଏସ୍‌ଆଇଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଲେ କଟକ ରେଳବାଇ ଏସ୍‌ପି