ଭୁବନେଶ୍ୱର: ଜିଆରପି ଥାନା ଆଇଆଇସି ସୌଭାଗ୍ୟ ରଞ୍ଜନ ସ୍ୱାଇଁଙ୍କ ବିରୋଧରେ ମହିଳା ଏସ୍‌ଆଇଙ୍କ ଦୁଷ୍କର୍ମ ଅଭିଯୋଗ; ୨୦୧୫ ମସିହାରେ ଦୁଷ୍କର୍ମ ହୋଇଥିବା ନେଇ ମହିଳା ଥାନାରେ ଅଭିଯୋଗ, ୧୬୧ ସିଆରପିସିରେ ମହିଳା ଏସ୍‌ଆଇଙ୍କ ବୟାନ ରେକର୍ଡ