ମହାନଦୀ ବିବାଦ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ୍‌ କଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର: କହିଲେ- କେନ୍ଦ୍ର ସରକାର ନିର୍ଲଜ୍ଜତାର ସୀମା ପାର ହୋଇଛନ୍ତି, ସଂସଦରେ ଉଭୟ ପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା କରିବା ଭଳି ଲାଗୁଥିଲା