ବିଶାଖାପାଟଣାରେ ରାଗିଂରେ ଓଡ଼ିଆ ଛାତ୍ର ମୃତ୍ୟୁ ମାମଲା: ବିଶାଖାପାଟଣାରୁ ଆସୁଥିବା ତଦନ୍ତକାରୀ ଦଳ ପ୍ରଥମେ ମୃତ ଛାତ୍ର ଶ୍ରେୟସଙ୍କ ବାପାଙ୍କୁ ଭେଟିବେ, ପର୍ଯ୍ୟାୟକ୍ରମେ ଶ୍ରେୟସ ଚିକିତ୍ସିତ ହେଉଥିବା ରାଉରକେଲା ଓ ଭୁବନେଶ୍ୱର ହସ୍ପିଟାଲ ଯିବେ

କ୍ୟାପିଟାଲ ହସ୍ପିଟାଲରେ ଗଣମାଧ୍ୟମ ପ୍ରତିନିଧିଙ୍କୁ IIC ଙ୍କ ଆକ୍ରମଣ ନେଇ DGP ରାଜେନ୍ଦ୍ର ପ୍ରସାଦ ଶର୍ମା କହିଲେ- ମାମଲାର ତଦନ୍ତ ପାଇଁ କମିଶନରେଟ୍ ପୋଲିସକୁ କୁହାଯାଇଛି, ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠା