ଜଗତସିଂହପୁର: ଗାଁ ଦାଣ୍ଡରେ ଦୁର୍ଦ୍ଦାନ୍ତ ଅପରାଧୀ ନୃସିଂହ ବାରିକକୁ ଗୋଡ଼େଇ ଗୋଡ଼େଇ ହାଣିଲେ ୪ ଦୁର୍ବୃତ୍ତ, ଟେଣ୍ଡର ଫିକ୍ସିଂ ଓ ଦାଦାବଟି ମାମଲାକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି