ଗଣମାଧ୍ୟମ ସଂପର୍କରେ ଗାନ୍ଧିଜୀଙ୍କ ଉକ୍ତିକୁ ଉଦ୍ଧାର କରି ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ-ଆଜି ବି ବାପୁଙ୍କ ମନ୍ତବ୍ୟର ପ୍ରାସଙ୍ଗିକତା ରହିଛି, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର କ୍ଷମତା ବହୁତ, କିନ୍ତୁ ଏହି କ୍ଷମତାର ଦୁରୂପଯୋଗ ଅପରାଧ