୧୩ ଜୁଲାଇ, ଶୁକ୍ରବାର: ଏହି ରାଶି ଲୋକଙ୍କର ଅଧିକ ଖର୍ଚ୍ଚ ହେବ

ମେଷ: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ବେଶ୍ ଭଲ ଅଛି। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ଅଛି। ମଧ୍ୟାହ୍ନ ପରେ ମନ ଅସ୍ଥିର ରହିବ। ବୃଷ: ଦିନଟି ମଧ୍ୟମ ଧରଣର ରହିବ। ସୁସ୍ୱାଦୁ ଖାଦ୍ୟ ଖାଇବେ। ବ୍ୟବସାୟକୁ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ମିଥୁନ: ଧନଲାଭ ଯୋଗ ରହିଛି। ସବୁ କାମରେ ବନ୍ଧୁ ଓ ପରିବାର ଲୋକଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନ ଭଲ ରହିବ। କର୍କଟ: […]

zodaic

zodaic

Rakesh Mallick
  • Published: Friday, 13 July 2018
  • Updated: 13 July 2018, 07:23 AM IST

ମେଷ: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ବେଶ୍ ଭଲ ଅଛି। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ଅଛି। ମଧ୍ୟାହ୍ନ ପରେ ମନ ଅସ୍ଥିର ରହିବ।

ବୃଷ: ଦିନଟି ମଧ୍ୟମ ଧରଣର ରହିବ। ସୁସ୍ୱାଦୁ ଖାଦ୍ୟ ଖାଇବେ। ବ୍ୟବସାୟକୁ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।

ମିଥୁନ: ଧନଲାଭ ଯୋଗ ରହିଛି। ସବୁ କାମରେ ବନ୍ଧୁ ଓ ପରିବାର ଲୋକଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନ ଭଲ ରହିବ।

କର୍କଟ: ଖର୍ଚ୍ଚ ଅଧିକ ହେବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଯଥାରେ ବାଦ-ବିବାଦରେ ପଡ଼ନ୍ତୁ ନାହିଁ।

ସିଂହ: ଦିନଟି ବହୁତ ଭଲରେ କଟିବ। ବ୍ୟବସାୟରେ ଭଲ ଲାଭ ମିଳିବ। ବନ୍ଧୁଙ୍କଠାରୁ ଶୁଭ ସମାଚାର ପାଇବେ। ଆୟ ବଢ଼ିବ।

କନ୍ୟା: ସବୁ ଦିଗରୁ ଦିନଟି ଭଲ ରହିବ। ଉପହାର ମିଳିପାରେ। ମନ ଶାନ୍ତ ରହିବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ।

ତୁଳା: ଘରେ କାହା ସହିତ ଝଗଡ଼ା ହୋଇପାରେ। ମନ ଭଲ ରହିବ ନାହିଁ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ବିଛା: ଆଧ୍ୟାତ୍ମିକ କାର୍ଯ୍ୟରେ ଅଧିକ ସମୟ ଦେବେ। ସ୍ୱାସ୍ଥ୍ୟ ଭଲ ରହିବେ। ମାନହାନି ହେବାର ସମ୍ଭାବନା ରହିଛି। ତେଣୁ ଦେଖିଚାହିଁ କାର୍ଯ୍ୟ କରନ୍ତୁ।

ଧନୁ: ବ୍ୟବସାୟରେ କ୍ଷତି ସହିପାରନ୍ତି। ନକାରାତ୍ମକ ଚିନ୍ତା ଯେପରି ଆପଣଙ୍କୁ କବଳିତ ନକରେ, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ରାସ୍ତାରେ ଯା’ଆସ ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ମକର: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅର୍ଥଲାଭ ଯୋଗ ରହିଛି। ନୂଆ ଗାଡ଼ି କିମ୍ବା ଘର କିଣିବାକୁ ଯୋଜନା କରିବେ।

କୁମ୍ଭ: ଆୟ ତୁଳନାରେ ବ୍ୟୟ ଅଧିକ ହେବ। ତେଣୁ ଦେଖିଚାହିଁ ଖର୍ଚ୍ଚ କରନ୍ତୁ। ଘରେ କାହାର ଦେହ ଖରାପ ହୋଇପାରେ। ସେଥିପାଇଁ ଚିନ୍ତିତ ରହିପାରନ୍ତି।

ମୀନ: ମନକୁ ଯଥାସମ୍ଭବ ଶାନ୍ତ ରଖନ୍ତୁ। ବୁଝିବିଚାରି ସବୁ କାମ କରନ୍ତୁ। ଚାକିରିଆଙ୍କ ପାଇଁ ଦିନଟି ବହୁତ ଭଲ ଅଛି। ଦୂର ସ୍ଥାନକୁ ଯାତ୍ରା ନ କଲେ ଭଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story