୧୬ ସେପ୍ଟେମ୍ବର, ଶନିବାର: ଜାଣନ୍ତୁ କେଉଁ ତିନୋଟି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ବହୁତ ଭଲ

ମେଷ: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧନ ସଂପର୍କିତ ସମସ୍ତ କାର୍ଯ୍ୟ ସାବଧାନତାର ସହିତ କରନ୍ତୁ। କାହା ସହିତ ବିବାଦ ହୋଇପାରେ। ତେଣୁ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୃଷ: ଦିନଟି ଶୁଭ ଫଳ ପ୍ରଦାନ କରିବ। ରଚନାତ୍ମକ ଓ କଳାତ୍ମକ ଦକ୍ଷତା ବଢ଼ିବ। ମାନସିକ ସ୍ଥରରେ ଦୃଢ଼ ରହିବେ। ଭାବିଚିନ୍ତି ନିଷ୍ପତ୍ତି ନେବେ। ତେଣୁ ସବୁ କାର୍ଯ୍ୟ ଭଲ ଭାବେ କରିପାରିବେ। ପିଲାଛୁଆଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ମିଥୁନ: ଦିନଟି ଆପଣଙ୍କ ପାଇଁ […]

ZodiacSigns

ZodiacSigns

Rakesh Mallick
  • Published: Saturday, 16 September 2017
  • Updated: 16 September 2017, 08:07 AM IST

Sports

Latest News

ମେଷ: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧନ ସଂପର୍କିତ ସମସ୍ତ କାର୍ଯ୍ୟ ସାବଧାନତାର ସହିତ କରନ୍ତୁ। କାହା ସହିତ ବିବାଦ ହୋଇପାରେ। ତେଣୁ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ: ଦିନଟି ଶୁଭ ଫଳ ପ୍ରଦାନ କରିବ। ରଚନାତ୍ମକ ଓ କଳାତ୍ମକ ଦକ୍ଷତା ବଢ଼ିବ। ମାନସିକ ସ୍ଥରରେ ଦୃଢ଼ ରହିବେ। ଭାବିଚିନ୍ତି ନିଷ୍ପତ୍ତି ନେବେ। ତେଣୁ ସବୁ କାର୍ଯ୍ୟ ଭଲ ଭାବେ କରିପାରିବେ। ପିଲାଛୁଆଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

ମିଥୁନ: ଦିନଟି ଆପଣଙ୍କ ପାଇଁ ଏତେ ଭଲ ରହିବ ନାହିଁ। ତେଣୁ ସବୁ କାର୍ଯ୍ୟ ସତର୍କତାର ସହ କରନ୍ତୁ। ପରିବାରର କୌଣସି ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ନହେଲେ ସବୁ କାର୍ଯ୍ୟ ବିଗିଡ଼ି ଯିବ।

କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ ଅଛି। ଆୟ ବଢ଼ିବ। ଚାକିରିରେ ପଦୋନ୍ନତି ହୋଇପାରେ। ଅନ୍ୟ କୌଣସି କର୍ମସଂସ୍ଥାନରେ ଚାକିରି ପାଇଁ ଆବେଦନ କରିଥିଲେ ଆଜି ଶୁଭ ଖବର ମିଳିପାରେ। ପତ୍ନୀ ଓ ବନ୍ଧୁଙ୍କଠାରୁ ବିଶେଷ ଲାଭ ମିଳିବ। ବ୍ୟବସାୟରେ ଲାଭ ହେବ।

ସିଂହ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ବହୁତ ଭଲ ଅଛି। ସବୁ କାମ ସଫଳତାର ସହିତ ଶେଷ ହେବ। ଉଚ୍ଚ ପଦାଧିକାରୀ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ଆପଣଙ୍କ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଆକର୍ଷିତ କରିବ। ମହିଳାମାନେ ପତିଙ୍କଠାରୁ ଲାଭ ପାଇବାର ସଂକେତ ମିଳୁଛି।

କନ୍ୟା: ପରିବାରରେ ଶାନ୍ତି ବଜାୟ ରହିବ। ଘରକୁ ଅତିଥି ଆସି ପାରନ୍ତି। ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। କୌଣସି ସ୍ଥାନକୁ ବୁଲିଯିବାକୁ ଯୋଜନା କରିବେ। ଶୁଭ ସମାଚାର ମିଳିବ।

ତୁଳା: ନୂଆ କାର୍ଯ୍ୟର ଆରମ୍ଭ କରିବେ। ଏଥିପାଇଁ ଦିନଟି ଭଲ ଅଛି। ଭାଷା ଓ ବ୍ୟବହାର ଉପରେ ସଂଯମତା ରଖନ୍ତୁ। ଶତ୍ରୁଙ୍କ ପ୍ରତି ସାବଧାନ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ବିଛା: ଭିନ୍ନ ଢଙ୍ଗରେ ଦିନଟିକୁ ବିତାଇବେ। ନିଜ ପାଇଁ ସମୟ ପାଇବେ। ସାଙ୍ଗସାଥୀଙ୍କ ସହ ବୁଲାବୁଲି କରିବେ। ନୂଆ ପୋଷାକ କିଣିବେ। ମାନସମ୍ମାନ ବଢ଼ିବ।

ଧନୁ: ସନ୍ତାନସନ୍ତତିଙ୍କଠାରୁ କୌଣସି ଶୁଭ ସମାଚାର ମିଳିପାରେ। ସେଥିପାଇଁ ଆଜି ପରିବାରରେ ଖୁସିର ମାହୋଲ ରହିବ। ବନ୍ଧୁବାନ୍ଧବ ଆସିପାରନ୍ତି। ସୁସ୍ୱାଦୁ ଭୋଜନ ଖାଇବେ। ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ।

ମକର: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଆଜି ବ୍ୟସ୍ତ ରହିବେ। ଭୌତିକ ସୁଖ ବଢ଼ିବ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଦୁର୍ଘଟଣାର ଶିକାର ହୋଇପାରନ୍ତି। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

କୁମ୍ଭ: କାହା ସହିତ ଛଳନା କରିପାରନ୍ତି। ଅଧିକ ଆୟ ପାଇଁ ଯୋଜନା ପ୍ରସ୍ତୁତ କରିବେ। ମହିଳାମାନେ ଆଭୂଷଣ, ସୌନ୍ଦର୍ଯ୍ୟ ପ୍ରସାଧନ ଉପରେ ଅଧିକ ଖର୍ଚ୍ଚ କରିବେ। ମା’ଙ୍କ ଠାରୁ ଉପକୃତ ହେବ।

ମୀନ: ଦିନଟି ଆପଣଙ୍କୁ ଶୁଭ ଫଳ ଦେବ। ସୃଜନାତ୍ମକ ଦକ୍ଷତା ବଢ଼ିବ। ସବୁ କାର୍ଯ୍ୟ ସଫଳତାର ସହ ସଂପନ୍ନ ହେବ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆଜି ଦିନଟି ଭଲ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story