୧୮ ଜୁଲାଇ, ବୁଧବାର: ସତର୍କ ରୁହନ୍ତୁ, ସଂପର୍କରେ ଫାଟ ଦେଖା ଦେଇପାରେ  

ମେଷ: କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ଅଫିସ୍‌ରେ କୌଣସି କାମ ପାଇଁ ଆପଣଙ୍କୁ ପ୍ରଶଂସା କରାଯାଇପାରେ। ବୃଷ: ନିଜ ଉପରେ ଭରସା ରଖନ୍ତୁ। ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ଅଫିସ୍‌ରେ କୌଣସି ନୂଆ କାମ ମିଳିପାରେ। ମିଥୁନ: ମିଠା ମିଠା କଥା କହି ସବୁ କାମ କରାଇ ନେବେ। ଅଚାନକ ଧନଲାଭ ଯୋଗ ରହିଛି। ସମାଜରେ ମାନ ଓ ପ୍ରତିଷ୍ଠା ବଢ଼ିବ। କର୍କଟ: ସଂପର୍କରେ ଫାଟ ଦେଖା ଦେଇପାରେ। ତେଣୁ ସତର୍କ ରୁହନ୍ତୁ। ଧନସଂପତ୍ତି ନେଇ ବିବାଦ […]

zodaic

zodaic

Rakesh Mallick
  • Published: Wednesday, 18 July 2018
  • Updated: 18 July 2018, 07:30 AM IST

Sports

Latest News

ମେଷ: କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ଅଫିସ୍‌ରେ କୌଣସି କାମ ପାଇଁ ଆପଣଙ୍କୁ ପ୍ରଶଂସା କରାଯାଇପାରେ।

ବୃଷ: ନିଜ ଉପରେ ଭରସା ରଖନ୍ତୁ। ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ଅଫିସ୍‌ରେ କୌଣସି ନୂଆ କାମ ମିଳିପାରେ।

ମିଥୁନ: ମିଠା ମିଠା କଥା କହି ସବୁ କାମ କରାଇ ନେବେ। ଅଚାନକ ଧନଲାଭ ଯୋଗ ରହିଛି। ସମାଜରେ ମାନ ଓ ପ୍ରତିଷ୍ଠା ବଢ଼ିବ।

କର୍କଟ: ସଂପର୍କରେ ଫାଟ ଦେଖା ଦେଇପାରେ। ତେଣୁ ସତର୍କ ରୁହନ୍ତୁ। ଧନସଂପତ୍ତି ନେଇ ବିବାଦ ଦେଖା ଯାଇପାରେ। ନୂଆ କାମ ଧନ୍ଦା ସମ୍ବନ୍ଧରେ ବିଚାର କରିବା ଲାଗି ଦିନଟି ବେଶ୍ ଭଲ ଅଛି।

ସିଂହ: କୌଣସି ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇପାରନ୍ତି। ଆଜି ଆପଣ ଯେକୌଣସି ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ରହିବେ। ସକାରାତ୍ମକ ହେବେ। ବ୍ୟବସାୟରୁ ଫାଇଦା ମିଳିବ।

କନ୍ୟା: ନୂଆ କାମ ଆରମ୍ଭ କରିପାରିବେ। ରାଜନୀତିରେ ସଫଳତା ପାଇବେ। ପ୍ରେମ ସମ୍ବନ୍ଧ ଭଲ ରହିବ। ସୁସ୍ୱାଦୁ ଖାଦ୍ୟ ଖାଇବେ।

ତୁଳା: ଇଷ୍ଟଦେବଙ୍କୁ ସ୍ମରଣ କରନ୍ତୁ, ସମ୍ଭାବ୍ୟ ସଂକଟ ଦୂର ହେବ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ। ଗୁରୁତ୍ଵପୂର୍ଣ୍ଣ ଆଲୋଚନାରେ ଯୋଗଦେବା ପାଇଁ ସୁଯୋଗ ପାଇବେ।

ବିଛା: ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। କର୍ମଜୀବୀ ମହିଳାଙ୍କ ପାଇଁ ଦିନଟି ଭଲ ଅଛି।

ଧନୁ: ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ଲାଭଦାୟକ ହେବ। ପରିବାର ଲୋକଙ୍କ ସହଯୋଗ ମିଳିବ।

ମକର: ଅଫିସ୍‌ରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଖର୍ଚ୍ଚ ବଢ଼ିପାରେ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଅଫିସ୍‌ରେ ନୂଆ ଦାୟିତ୍ଵ ମିଳିପାରେ। ଆର୍ଥିକ ସ୍ଥିତି ସୁଧୁରିବ। ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ଅସଫଳ ପ୍ରୟାସ କରିବେ।

ମୀନ: ବନ୍ଧୁମାନଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଆଖପାଖର ଲୋକେ ଆପଣଙ୍କ ଉପରେ ସନ୍ତୋଷ ପ୍ରକଟ କରିବେ। ଯେଉଁମାନେ ନୂଆ କ୍ୟାରିୟର ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନେ ଭଲ ଜ୍ୟୋତିଷଙ୍କ ସହ ପରାମର୍ଶ କରିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story