୨୧ ସେପ୍ଟେମ୍ବର, ଗୁରୁବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କୁ ସାବଧାନ ରହିବାକୁ ପଡ଼ିବ

ମେଷ: ଆର୍ଥିକ ଓ ବ୍ୟବସାୟିକ ଦୃଷ୍ଟିରୁ ଆଜି ଦିନଟି ଲାଭଦାୟକ ରହିବ। କୌଣସି କ୍ଷେତ୍ରରେ ନିବେଶ ପାଇଁ ଦିନଟି ଅନୁକୂଳ ରହିଛି। ଶରୀର ଓ ମନ ସୁସ୍ଥ ରହିବ। ବନ୍ଧୁ ଓ ପରିବାର ଲୋକଙ୍କ ସହିତ ଦିନଟି ଭଲରେ ଅତିବାହିତ କରିବେ। ବିରୋଧୀ ସମ୍ମୁଖକୁ ଆସିବାକୁ ଭୟ କରିବେ। ବୃଷ: ଆପଣଙ୍କ ବିଚାର, ବଡ଼ ହୃଦୟ ଓ ମଧୁର କଥା ସମସ୍ତଙ୍କୁ ପ୍ରଭାବିତ କରିବ। ସମସ୍ତଙ୍କ ସହିତ ସୌହାର୍ଦପୂର୍ଣ୍ଣ ସଂପର୍କ ରହିବ। ବୌଦ୍ଧିକ ଚର୍ଚ୍ଚା ଓ ବାଦବିବାଦରେ […]

zodaicsigns

zodaicsigns

Rakesh Mallick
  • Published: Thursday, 21 September 2017
  • Updated: 21 September 2017, 07:34 AM IST

Sports

Latest News

ମେଷ: ଆର୍ଥିକ ଓ ବ୍ୟବସାୟିକ ଦୃଷ୍ଟିରୁ ଆଜି ଦିନଟି ଲାଭଦାୟକ ରହିବ। କୌଣସି କ୍ଷେତ୍ରରେ ନିବେଶ ପାଇଁ ଦିନଟି ଅନୁକୂଳ ରହିଛି। ଶରୀର ଓ ମନ ସୁସ୍ଥ ରହିବ। ବନ୍ଧୁ ଓ ପରିବାର ଲୋକଙ୍କ ସହିତ ଦିନଟି ଭଲରେ ଅତିବାହିତ କରିବେ। ବିରୋଧୀ ସମ୍ମୁଖକୁ ଆସିବାକୁ ଭୟ କରିବେ।

ବୃଷ: ଆପଣଙ୍କ ବିଚାର, ବଡ଼ ହୃଦୟ ଓ ମଧୁର କଥା ସମସ୍ତଙ୍କୁ ପ୍ରଭାବିତ କରିବ। ସମସ୍ତଙ୍କ ସହିତ ସୌହାର୍ଦପୂର୍ଣ୍ଣ ସଂପର୍କ ରହିବ। ବୌଦ୍ଧିକ ଚର୍ଚ୍ଚା ଓ ବାଦବିବାଦରେ ସଫଳତା ମିଳିବ। ଲେଖାଲେଖି ପ୍ରତି ରୁଚି ବଢ଼ିବ। ବନ୍ଧୁଙ୍କଠାରୁ ଆର୍ଥିକ ସହାୟତା ମିଳିପାରେ।

ମିଥୁନ: କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ ଆଜି ମନରେ ଦ୍ୱନ୍ଦ୍ୱ ଉପୁଜିପାରେ। ମା’ ଓ ପତ୍ନୀଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ରହିବେ। କାର୍ଯ୍ୟଭାର ଅଧିକ ରହିବ। ତେଣୁ ଦିନ ସାରା ବ୍ୟସ୍ତ ରହିବେ।

କର୍କଟ: ସବୁ କାର୍ଯ୍ୟରେ ସଫଳତା ମିଳିବ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ରହିଛି। ପ୍ରିୟଜନଙ୍କ ସହିତ ସାକ୍ଷାତ ହେବ। ନିକଟସ୍ଥ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।

ସିଂହ: ପରିବାରରେ ସୁଖଶାନ୍ତି ବଜାୟ ରହିବ। ସୁସ୍ୱାଦୁ ଭୋଜନ ଖାଇବେ। ନିଜର ବାକ୍‌ଚାତୁରୀରେ କାହାରି ମନ ଜିଣି ପାରନ୍ତି। ନିର୍ଦ୍ଧାରିତ କାର୍ଯ୍ୟ ସଫଳ ହେବ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହ ସଂପର୍କ ଭଲ ରହିବ।  ମାନସମ୍ମାନ ମିଳିବାର ଯୋଗ ରହିଛି। ଚାକିରି ଖୋଜୁଥିଲେ ଶୁଭ ସମାଚାର ମିଳିପାରେ।

କନ୍ୟା: ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ରହିବ। ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଯାନବାହନ କିଣି ପାରନ୍ତି। ବ୍ୟବସାୟ ପାଇଁ ଆଜି ଦିନଟି ଭଲ ଅଛି।

ତୁଳା: ଅନ୍ୟକୁ ସାହାଯ୍ୟ କରନ୍ତୁ। ଭବିଷ୍ୟତରେ ଏହାର ସୁଫଳ ଆପଣଙ୍କୁ ମିଳିବ। ଆୟ ତୁଳନାରେ ଖର୍ଚ୍ଚ ବଢ଼ିବ। ପୁରୁଣା ବିବାଦକୁ ନେଇ ପୁଣି ସମସ୍ୟା ଦେଖାଯାଇପାରେ। ବ୍ୟବସାୟରେ କ୍ଷତି ସହି ପାରନ୍ତି।
ବିଛା: ସ୍ୱାସ୍ଥ୍ୟ ଭଲ ରହିବ। ଅର୍ଥ କାରବାର କଲା ବେଳେ ସାବଧାନ ରୁହନ୍ତୁ। ଶୁଭ ସମାଚାର ମିଳିପାରେ। କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେବା ପାଇଁ ଦୂର ସ୍ଥାନକୁ ପରିବାର ସହ ଯାତ୍ରା କରିପାରନ୍ତି।

ଧନୁ: ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଭଲ ଅଛି। ସମସ୍ତ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ। କ୍ୟାରିୟରରେ ସଫଳତା ମିଳିବ। ନୂଆ ଚାକିରି ସୁଯୋଗ ସୃଷ୍ଟି ହୋଇପାରେ। ଅଫିସ୍ ଅବା କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିବ। ଆଧ୍ୟାତ୍ମିକ ରୁଚି ବଢ଼ିବ।

ମକର: ଆର୍ଥିକ ଦିଗରୁ ଆଜି ଦିନଟି ଭଲ ଅଛି। କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି। ଅଟକି ଥିବା କାର୍ଯ୍ୟ ପୂରା ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ।

କୁମ୍ଭ: ଦୁର୍ଘଟଣା ଯୋଗ ରହିଛି। ତେଣୁ ବାହାର କାମରେ ଗଲା ବେଳେ ଗାଡ଼ି ସାବଧାନତାର ସହିତ ଚଳାନ୍ତୁ। ନକାରାତ୍ମକ ଚିନ୍ତା ଆଜି ଆପଣଙ୍କୁ ଘେରି ରହିବ। ବିବାଦରୁ ଦୂରେଇ ରହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସବୁଜ ଫଳ ଦାନ କରନ୍ତୁ।

ମୀନ: ସ୍ଥାନ ପରିବର୍ତ୍ତନ ଯୋଗ ରହିଛି। ବିଦେଶରେ ରହୁଥିବା ବନ୍ଧୁଙ୍କଠାରୁ ଶୁଭ ସମାଚାର ମିଳିପାରେ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଧୁର ହେବ। ବ୍ୟବସାୟ ପାଇଁ ଦିନଟି ଭଲ ରହିଛି। ଆୟର ନୂଆ ସୁଯୋଗ ସୃଷ୍ଟି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story