୨୬ ଅକ୍ଟୋବର, ଗୁରୁବାର: ଜାଣନ୍ତୁ  ଆଜି କେଉଁ ରାଶିର ଲୋକେ କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ

ମେଷ: କ୍ରୋଧ ଉପରେ ସଂଯମ ରଖନ୍ତୁ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା କରିବେ ନାହିଁ। ଧାର୍ମିକ ସ୍ଥଳ ଯିବାକୁ ନିମନ୍ତ୍ରଣ ଆସିବ। ବୃଷ: ଅସୁସ୍ଥ ଅନୁଭବ କରିବେ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଖାଦ୍ୟ-ପାନୀୟ ଉପରେ ଧ୍ୟାନ ରଖନ୍ତୁ। ଯାତ୍ରା କରନ୍ତୁ ନାହିଁ। ପୂଜା ପାଠ କରନ୍ତୁ। ମିଥୁନ: ଖୁସିରେ ସମୟ ଅତିବାହିତ କରିବେ। ବନ୍ଧୁଙ୍କ ସହ ଯାତ୍ରାରେ ଯାଇ ଆନନ୍ଦିତ ହେବେ। ସ୍ୱାଦିଷ୍ଟ ଭୋଜନ ଖାଇବା ସହ ନୂତନ ବସ୍ତ୍ର କିଣି ପାରନ୍ତି। ଯାନବାହନ […]

zodiac

zodiac

Rakesh Mallick
  • Published: Thursday, 26 October 2017
  • Updated: 26 October 2017, 08:05 AM IST

Sports

Latest News

ମେଷ: କ୍ରୋଧ ଉପରେ ସଂଯମ ରଖନ୍ତୁ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା କରିବେ ନାହିଁ। ଧାର୍ମିକ ସ୍ଥଳ ଯିବାକୁ ନିମନ୍ତ୍ରଣ ଆସିବ।

ବୃଷ: ଅସୁସ୍ଥ ଅନୁଭବ କରିବେ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଖାଦ୍ୟ-ପାନୀୟ ଉପରେ ଧ୍ୟାନ ରଖନ୍ତୁ। ଯାତ୍ରା କରନ୍ତୁ ନାହିଁ। ପୂଜା ପାଠ କରନ୍ତୁ।

ମିଥୁନ: ଖୁସିରେ ସମୟ ଅତିବାହିତ କରିବେ। ବନ୍ଧୁଙ୍କ ସହ ଯାତ୍ରାରେ ଯାଇ ଆନନ୍ଦିତ ହେବେ। ସ୍ୱାଦିଷ୍ଟ ଭୋଜନ ଖାଇବା ସହ ନୂତନ ବସ୍ତ୍ର କିଣି ପାରନ୍ତି। ଯାନବାହନ ସୁଖ ମିଳିବ। ମାନ-ସମ୍ମାନ ବଢ଼ିବ।

କର୍କଟ: ବ୍ୟବସାୟରେ ଲାଭବାନ ହେବେ। ପରିବାର ଲୋକଙ୍କ ସହ ସମୟ ବିତାଇବେ। ସୁସ୍ଥ ଅନୁଭବ କରିବେ। ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବିଜୟୀ ହେବେ। କର୍ମ କ୍ଷେତ୍ରରେ ସଫଳତା ମିଳିବ। ଖର୍ଚ୍ଚ ବଢ଼ିବ।

ସିଂହ: ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଭଲ କରିବେ। ବନ୍ଧୁଙ୍କ ସହ ସାକ୍ଷାତ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ମାନସିକ ଏକାଗ୍ରତା ରହିବ।

କନ୍ୟା: ମାନସିକ ରୂପରେ ଚିନ୍ତିତ ରହିବେ। ପତ୍ନୀଙ୍କ ସହ ଝଗଡ଼ା ହୋଇପାରେ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ତୁଳା: କାର୍ଯ୍ୟରେ ସଫଳତା ପାଇବେ। ଖୁସିରେ ସମୟ ଅତିବାହିତ କରିବେ। ଧାର୍ମିକ ଯାତ୍ରା କରି ଆନନ୍ଦିତ ହେବେ।

ବିଛା: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅସୁସ୍ଥ ଅନୁଭବ କରି ପାରନ୍ତି। ଚିନ୍ତିତ ରହି ପାରନ୍ତି। ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ାରେ ବାଧା ଆସିପାରେ।

ଧନୁ: ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶେଷ କରିବେ। ସୁସ୍ଥ ରହିବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ବନ୍ଧୁଙ୍କ ସହ ସାକ୍ଷାତ କରି ପ୍ରସନ୍ନ ରହିବେ। ମାନ-ସମ୍ମାନ ବଢ଼ିବ।

ମକର: ଆଧ୍ୟାତ୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଖର୍ଚ୍ଚ ବଢ଼ିବ। ବ୍ୟବସାୟରେ କ୍ଷତି ହୋଇପାରେ। ପରିଶ୍ରମ ଅନୁସାରେ ସଫଳତା ପାଇବେ। ଅସୁସ୍ଥ ଅନୁଭବ କରିପାରନ୍ତି।

କୁମ୍ଭ: ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ବନ୍ଧୁଙ୍କ ସହ ସାକ୍ଷାତ କରି ଖୁସି ଅନୁଭବ କରିବେ। ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବିବାହ ସ୍ଥିର ହୋଇପାରେ।

ମୀନ: କାର୍ଯ୍ୟରେ ସଫଳତା ପାଇ ଖୁସି ଅନୁଭବ କରିବେ। ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ।  ପରିବାରରେ ସୁଖଶାନ୍ତିର ବାତାବରଣ ରହିବ। ମାନ-ସମ୍ମାନ ବଢ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story