୨୯ ଜୁଲାଇ, ରବିବାର: ଏହି ରାଶିର ଲୋକେ ଆଜି ଗାଡ଼ି ନଚଲାଇଲେ ଭଲ

ମେଷ: ଦିନଟି ଭଲରେ କଟିବ। ଧନପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟରେ ସୁଧାର ଆସିବ। ବୃଷ: ବ୍ୟବସାୟରେ ଲାଭ ମିଳିବ। ନୂଆ ଗାଡ଼ି କିଣି ପାରନ୍ତି। ଯାହାବି ନିଷ୍ପତ୍ତି ନେବେ ଭାବିଚିନ୍ତି ନିଅନ୍ତୁ। ମିଥୁନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ଦେଣନେଣରେ ସାବଧାନତା ଅବଲମ୍ବନ କରନ୍ତୁ। ଗୁଡ଼ ଖାଇ ଘରୁ ବାହାରନ୍ତୁ। କର୍କଟ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କାମରେ ସଫଳତା ପାଇବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସିଂହ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ରାଗ ଉପରେ […]

Rasiphala

Rasiphala

Rakesh Mallick
  • Published: Sunday, 29 July 2018
  • Updated: 29 July 2018, 07:41 AM IST

ମେଷ: ଦିନଟି ଭଲରେ କଟିବ। ଧନପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟରେ ସୁଧାର ଆସିବ। ବୃଷ: ବ୍ୟବସାୟରେ ଲାଭ ମିଳିବ। ନୂଆ ଗାଡ଼ି କିଣି ପାରନ୍ତି। ଯାହାବି ନିଷ୍ପତ୍ତି ନେବେ ଭାବିଚିନ୍ତି ନିଅନ୍ତୁ।

ମିଥୁନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ଦେଣନେଣରେ ସାବଧାନତା ଅବଲମ୍ବନ କରନ୍ତୁ। ଗୁଡ଼ ଖାଇ ଘରୁ ବାହାରନ୍ତୁ।

କର୍କଟ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କାମରେ ସଫଳତା ପାଇବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ସିଂହ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ପିଲାମାନଙ୍କ ଉନ୍ନତି ହେବ।

କନ୍ୟା: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ, ନହେଲେ ସମସ୍ୟାରେ ପଡ଼ିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଟକି ରହିଥିବା କାମ ସଂପନ୍ନ ହେବ।

ତୁଳା: ଦିନଟି ଆପଣଙ୍କ ପାଇଁ ଶୁଭ ନୁହେଁ। ମାନସିକ ଅଶାନ୍ତି ଲାଗି ରହିବ। ଗାଡ଼ି ଚଲାନ୍ତୁ ନାହିଁ। ପିଲାମାନଙ୍କ ସହ ସମୟ ବିତାନ୍ତୁ।

ବିଛା: ବ୍ୟକ୍ତିଗତ ସମସ୍ୟା ଦୂର ହେବ। ଧନପ୍ରାପ୍ତିର ଯୋଗ ରହିଛି। ବିଭିନ୍ନ କ୍ଷେତ୍ରରୁ ସୁବିଧା ପାଇବେ।

ଧନୁ: ବ୍ୟସ୍ତତା ମଧ୍ୟରେ ଦିନଟି କଟିବ। ଧନପ୍ରାପ୍ତିର ଯୋଗ ରହିଛି। କୌଣସି କାମକୁ ପକାଇ ରଖନ୍ତୁ ନାହିଁ।

ମକର: ଆର୍ଥିକ ସ୍ଥିତି ଭଲ ରହିବ। ଶୁଭ କାମ ହେବାରେ ଯୋଗ ରହିଛି। ତରବର ହୋଇ କୌଣସି କାମ କରନ୍ତୁ ନାହିଁ।

କୁମ୍ଭ: ଛୋଟ ଛୋଟ କଥାକୁ ନେଇ ଚିନ୍ତା କରନ୍ତୁ ନାହିଁ। ଅଳସୁଆ ହୁଅନ୍ତୁ ନାହିଁ। ସନ୍ଧ୍ୟା ପରେ ସ୍ଥିତିରେ ସୁଧାର ଆସିବ।

ମୀନ: ଧନସମ୍ପତ୍ତି ମିଳିବାର ଯୋଗ ରହିଛି। ପ୍ରେମ ସମସ୍ୟାର ସମାଧାନ ହୋଇଯିବ। କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ଲୋକ ତଥା ସାଙ୍ଗମାନଙ୍କ ପରାମର୍ଶ ନିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story