୨ ନଭେମ୍ୱର, ଗୁରୁବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଲାଭବାନ ହେବେ

ମେଷ: ଅସୁସ୍ଥ ଅନୁଭବ କରିବେ। ଖର୍ଚ୍ଚ ବଢ଼ିବ। ଭୁଲ ସ୍ଥାନରେ ଟଙ୍କା ନିବେଶ କରି ପାରନ୍ତି। ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଚାକିରିରେ ଅସ୍ଥିରତା ଦେଖା ଦେଇପାରେ। ବିବାହ ସ୍ଥିର ହୋଇପାରେ। ବୃଷ: ପରିବାରରେ ଖୁସିର ବାତାବରଣ ରହିବ। ବ୍ୟବସାୟରେ ଲାଭବାନ ହେବେ। ଯାତ୍ରା କରିପାରନ୍ତି। ପୁଅ ଓ ପତ୍ନୀଙ୍କ ଠାରୁ ଖୁସି ଖବର ଆସିପାରେ। ପୁରୁଣା ଇଚ୍ଛା ପୂରଣ ହେବ। ମିଥୁନ: ଚାକିରି ଓ ବ୍ୟବସାୟରେ  ପ୍ରଶଂସିତ ହେବେ। ସୁସ୍ଥ ରହିବେ। । ବିଦେଶ ଯାତ୍ରା କରିପାରନ୍ତି। […]

zodaic

zodaic

Rakesh Mallick
  • Published: Thursday, 02 November 2017
  • Updated: 02 November 2017, 08:35 AM IST

Sports

Latest News

ମେଷ: ଅସୁସ୍ଥ ଅନୁଭବ କରିବେ। ଖର୍ଚ୍ଚ ବଢ଼ିବ। ଭୁଲ ସ୍ଥାନରେ ଟଙ୍କା ନିବେଶ କରି ପାରନ୍ତି। ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଚାକିରିରେ ଅସ୍ଥିରତା ଦେଖା ଦେଇପାରେ। ବିବାହ ସ୍ଥିର ହୋଇପାରେ।

ବୃଷ: ପରିବାରରେ ଖୁସିର ବାତାବରଣ ରହିବ। ବ୍ୟବସାୟରେ ଲାଭବାନ ହେବେ। ଯାତ୍ରା କରିପାରନ୍ତି। ପୁଅ ଓ ପତ୍ନୀଙ୍କ ଠାରୁ ଖୁସି ଖବର ଆସିପାରେ। ପୁରୁଣା ଇଚ୍ଛା ପୂରଣ ହେବ।

ମିଥୁନ: ଚାକିରି ଓ ବ୍ୟବସାୟରେ  ପ୍ରଶଂସିତ ହେବେ। ସୁସ୍ଥ ରହିବେ। । ବିଦେଶ ଯାତ୍ରା କରିପାରନ୍ତି। ମାନ-ସମ୍ମାନ ବଢ଼ିବ।

କର୍କଟ: ତୀର୍ଥସ୍ଥାନକୁ ଯାତ୍ରା କରିପାରନ୍ତି। ସୁସ୍ଥ ରହିବେ। ବିଦେଶ ଯାତ୍ରାର ଯୋଗ ରହିଛି।

ସିଂହ: ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ଅସୁସ୍ଥ ଅନୁଭବ କରିବେ। ଖର୍ଚ୍ଚ ବଢ଼ିବ। ନକାରାତ୍ମକ ଚିନ୍ତା କରିପାରନ୍ତି।

କନ୍ୟା: ଜୀବନସାଥୀଙ୍କ ସହ ଖୁସିରେ ସମୟ ଅତିବାହିତ କରିବେ। ମାନ-ସମ୍ମାନ ବଢ଼ିବ। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ଅନୁଭବ କରିପାରନ୍ତି।

ତୁଳା: ଘରେ ଶାନ୍ତି ଓ ଆନନ୍ଦର ପରିବେଶ ରହିବ। କାର୍ଯ୍ୟରେ ସଫଳତା ପାଇବେ। ସହକର୍ମୀଙ୍କ ସହଯୋଗ ମିଳିବ।

ବିଛା: ଅସୁସ୍ଥ ଅନୁଭବ କରିପାରନ୍ତି। ପିଲାଙ୍କୁ ନେଇ ଚିନ୍ତିତ ରହିବେ। ମାନହାନି ହେବାର ସମ୍ଭାବନା ରହିଛି। ଅର୍ଥ ନିବେଶରୁ ଦୂରେଇ ରୁହନ୍ତୁ। ଯାତ୍ରା କରନ୍ତୁ ନାହିଁ। ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ।

ଧନୁ: ଚିନ୍ତିତ ରହିବେ। ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ। ଚିଡ଼ିଚିଡ଼ା  ହୋଇପାରନ୍ତି। ଯାତ୍ରା କରନ୍ତୁ ନାହିଁ।

ମକର: ବ୍ୟବସାୟରେ ଲାଭବାନ ହେବେ। ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଭାଇ-ଭଉଣୀଙ୍କ ସହଯୋଗ ମିଳିବ। ନୂତନ କାର୍ଯ୍ୟ ପାଇଁ ଦିନଟି ଭଲ ରହିଛି।

କୁମ୍ଭ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଝଗଡ଼ାରୁ ଦୂରେଇ ରୁହନ୍ତୁ। ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ। କାର୍ଯ୍ୟ କ୍ଷେତ୍ରରେ କମ୍ ସଫଳତା ମିଳିବ। ଅସୁସ୍ଥ  ହୋଇପାରନ୍ତି।

ମୀନ: ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ନୂତନ କାର୍ଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଯାତ୍ରା କରିପାରନ୍ତି। ମନ ଖୁସି ରହିବ।

ଆହୁରି ମଧ୍ୟ ପଢନ୍ତୁ: ରୋଷେଇ ଘରର ବାସ୍ତୁ ପ୍ରତି ଦିଅନ୍ତୁ ଧ୍ୟାନ, ନହେଲେ ଲାଗି ରହିବ ଅଶାନ୍ତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story