୩୧ ଜୁଲାଇ, ମଙ୍ଗଳବାର: ଜାଣନ୍ତୁ ଆର୍ଥିକ ସ୍ଥିତି କେମିତି ରହିବ

ମେଷ: ପିତାମାତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ଧନପ୍ରାପ୍ତିର ଯୋଗ ରହିଛି। ବୃଷ: ଧନପ୍ରାପ୍ତିର ଯୋଗ ରହିଛି। ବନ୍ଧୁ ପରିଜନଙ୍କ ପାଖରୁ ଉପହାର ପାଇପାରନ୍ତି। ଜୀବନସାଥୀଙ୍କ ସହଯୋଗ ପାଇବେ। ଘରେ କୌଣସି ମଙ୍ଗଳ କାର୍ଯ୍ୟ ହୋଇପାରେ। ମିଥୁନ: ଧନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ବଢ଼ିବ। ଉପହାର ମିଳିପାରେ। କ୍ୟାରିଅରକୁ ନେଇ ଥିବା ସମସ୍ୟା ଦୂର ହେବ। ବିବାହ ସ୍ଥିର ହେବାର ଯୋଗ ରହିଛି। କର୍କଟ: ପାରିବାରିକ ସମ୍ପର୍କରେ ସମସ୍ୟା ଦେଖାଦେଇପାରେ। ନିଜ କଥା ଉପରେ […]

Rasiphala

Rasiphala

Rakesh Mallick
  • Published: Tuesday, 31 July 2018
  • Updated: 31 July 2018, 07:26 AM IST

Sports

Latest News

ମେଷ: ପିତାମାତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ଧନପ୍ରାପ୍ତିର ଯୋଗ ରହିଛି।

ବୃଷ: ଧନପ୍ରାପ୍ତିର ଯୋଗ ରହିଛି। ବନ୍ଧୁ ପରିଜନଙ୍କ ପାଖରୁ ଉପହାର ପାଇପାରନ୍ତି। ଜୀବନସାଥୀଙ୍କ ସହଯୋଗ ପାଇବେ। ଘରେ କୌଣସି ମଙ୍ଗଳ କାର୍ଯ୍ୟ ହୋଇପାରେ।

ମିଥୁନ: ଧନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ବଢ଼ିବ। ଉପହାର ମିଳିପାରେ। କ୍ୟାରିଅରକୁ ନେଇ ଥିବା ସମସ୍ୟା ଦୂର ହେବ। ବିବାହ ସ୍ଥିର ହେବାର ଯୋଗ ରହିଛି।

କର୍କଟ: ପାରିବାରିକ ସମ୍ପର୍କରେ ସମସ୍ୟା ଦେଖାଦେଇପାରେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁଡ଼ ଖାଇ ଘରୁ ବାହାରନ୍ତୁ।

ସିଂହ: ଆଇନଗତ ଲଢ଼େଇରେ ସଫଳତା ମିଳିବ। ପାରିବାରିକ ସମସ୍ୟା ଦୂର ହେବ। ଧନପ୍ରାପ୍ତିର ଯୋଗ ରହିଛି।

କନ୍ୟା: କାମର ଚାପ ବଢ଼ିବ। ଧାଁ ଦୌଡ଼ରେ ଦିନଟି କଟିବ। ଅଟକି ରହିଥିବା କାମ ହୋଇଯିବ।

ତୁଳା: ଆର୍ଥିକ ସ୍ଥିତି ଦୃଢ଼ ହେବ। ବ୍ୟବସାୟ ପରିସର ବଢ଼ିବ। ପିଲାମାନଙ୍କ ଉନ୍ନତି ହେବ।

ବିଛା: ଦୁର୍ଘଟଣାର ଯୋଗ ରହିଛି। ଜୀବନସାଥୀଙ୍କ ସହ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ହନୁମାନ ଚାଳିଶା ପାଠ କରନ୍ତୁ।

ଧନୁ: ଘରେ ମଙ୍ଗଳ କାର୍ଯ୍ୟ ହୋଇପାରେ। ଧାଁ ଦୌଡ଼ରେ ଦିନଟି କଟିବ। କୌଣସି କାଗଜପତ୍ର କାମରେ ସାବଧାନତା ଅବଲମ୍ବନ କରନ୍ତୁ।

ମକର: ସ୍ୱାସ୍ଥ୍ୟ ଠିକ୍‌ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଚାକିରି ସମସ୍ୟା ଦୂର ହେବ।

କୁମ୍ଭ: ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି। ଅଟକି ରହିଥିବା କାମ ହୋଇଯିବ। ମାନ-ସମ୍ମାନ ବୃଦ୍ଧି ପାଇବ।

ମୀନ: ପାରିବାରିକ ସମ୍ପର୍କ ଭଲ ରଖନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଭଗବାନଙ୍କୁ ଲାଲ ରଙ୍ଗର ଫୁଲ ଅର୍ପଣ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story