୪ ଅଗଷ୍ଟ,ଶନିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ୍‌

ମେଷ: ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଧନହାନିର ଯୋଗ ରହିଛି। ପରିବାରରେ ହସଖୁସିର ବାତାରବଣ ରହିବ। ବୃଷ: ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମିଥୁନ: ବ୍ୟବସାୟରେ ଭଲ ଲାଭ ମିଳିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଅସୁସ୍ଥ ଅନୁଭବ କରିବେ। କର୍କଟ: ଅଳସୁଆ ଅନୁଭବ କରିବେ। ହଠାତ୍ କୌଣସି ଶୁଭ ଖବର ଶୁଣି ପାରନ୍ତି। ସୁସ୍ଥ ରହିବେ। ସିଂହ: ଖର୍ଚ୍ଚ ବଢ଼ିବ। ମାନ-ସମ୍ମାନ ମିଳିବ। ଉପହାର ମିଳିବ। ପରିବାରରେ […]

Rasiphala

Rasiphala

Ordigital Desk
  • Published: Saturday, 04 August 2018
  • Updated: 04 August 2018, 09:03 AM IST

Sports

Latest News

ମେଷ: ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଧନହାନିର ଯୋଗ ରହିଛି। ପରିବାରରେ ହସଖୁସିର ବାତାରବଣ ରହିବ।

ବୃଷ: ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: ବ୍ୟବସାୟରେ ଭଲ ଲାଭ ମିଳିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଅସୁସ୍ଥ ଅନୁଭବ କରିବେ।

କର୍କଟ: ଅଳସୁଆ ଅନୁଭବ କରିବେ। ହଠାତ୍ କୌଣସି ଶୁଭ ଖବର ଶୁଣି ପାରନ୍ତି। ସୁସ୍ଥ ରହିବେ।

ସିଂହ: ଖର୍ଚ୍ଚ ବଢ଼ିବ। ମାନ-ସମ୍ମାନ ମିଳିବ। ଉପହାର ମିଳିବ। ପରିବାରରେ ହସଖୁସିର ପରିବେଶ ରହିବ।

କନ୍ୟା: କ୍ୟାରିଅରରେ ସଫଳତା ପାଇବେ।  ଅନାବଶ୍ୟକ ଦାୟିତ୍ୱ ନିଅନ୍ତୁ ନାହିଁ। ଆର୍ଥିକ ସ୍ଥିତି ଭଲ ରହିବ।

ତୁଳା: ପରିବାର ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ।  ଧୈର୍ଯ୍ୟର ସହ କାମ କରନ୍ତୁ। ବ୍ୟସ୍ତତା ଭିତରେ ଦିନ କଟିବ।

ବିଚ୍ଛା: ଚିନ୍ତିତ ରହିବେ। ଅଧିକ ପରିଶ୍ରମ କରିପାରନ୍ତି। ଦାୟିତ୍ୱ ବଢ଼ିବ। ସୁସ୍ଥ ରହିବେ।

ଧନୁ: ବିବାହ ସ୍ଥିର ହୋଇପାରେ। କାର୍ଯ୍ୟରେ ସଫଳତା ପାଇବେ। ଉପହାର ମିଳିବ।

ମକର: ପ୍ରେମୀ ଯୁଗଳଙ୍କ ମଧ୍ୟରେ ଝଗଡ଼ା ହୋଇପାରେ। କୌଣସି କଥାକୁ ନେଇ ଚିନ୍ତିତ ରହିବେ।  କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। ଭଗବାନଙ୍କ ଆଶୀର୍ବାଦ ମିଳିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।

ମୀନ: ଅସୁସ୍ଥ ଅନୁଭବ କରିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos