Odisha Reporter Bureau

ବିଜେପି ମୁଖପାତ୍ର ପୀତାମ୍ବର ଅଚାର୍ଯ୍ୟଙ୍କ ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଲେ-ନବୀନଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇଁ ଚୟନ କରିଥିବା ଚୟନକର୍ତ୍ତା ଜ୍ଞାନୀ ଓ ଗୁଣୀ ଲୋକ,ଚୟନକର୍ତ୍ତାଙ୍କ ମଧ୍ୟରେ ଅଛନ୍ତି ବିଜେପିର ନେତା ଓ ମାର୍ଗଦର୍ଶକ

ନବୀନଙ୍କୁ ‘ଆଦର୍ଶ ମୁଖମନ୍ତ୍ରୀ’ ସମ୍ମାନକୁ ବିଜେପିର ନାପସନ୍ଦ; ସାମ୍ବାଦିକ ସ଼ମ୍ମିଳନୀରେ ମହାକାଳ ଫଳ ଦେଖାଇ ସମାଲୋଚନା ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ, କହିଲେ- ଏତେ ସୁନ୍ଦର ଫଳ ମାତ୍ର ଭିତରେ ଅଙ୍ଗାର, ଏଠି ବି ଠିକ୍ ସେଇଆ