Odisha Reporter Bureau

Odisha Reporter Bureau

ସର୍ବକ୍ଷମା ଯୋଜନା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ- ବେନିୟମ କାମ କରିଥିବା ଲୋକଙ୍କୁ ସାହାଯ୍ୟ କରିବ ସର୍ବକ୍ଷମା,ନିର୍ବାଚନ ପାଖେଇ ଆସୁଥିବାରୁ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ

ଚଳିତ ବର୍ଷ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ଅଭିଯୋଗ ସଂଖ୍ୟା ୪୨,ସେମାନଙ୍କ ମଧ୍ୟରୁ ୭ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ ସ୍ପଷ୍ଟ, ଅନ୍ୟ ୩୫ଟି ଅଭିଯୋଗର ତଦନ୍ତ ଚାଲିଥିବା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା