Odisha Reporter Bureau

ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଜୟରାମ ପାଙ୍ଗି: ଫେସବୁକ ପୋଷ୍ଟରେ ପାଙ୍ଗି ଲେଖିଲେ-ମୁଁ ଅନୁଭବ କରୁଛି ବୈଜୟନ୍ତ ପଣ୍ଡାଙ୍କୁ ୩ୟ ମହଲାରୁ ଷଡ଼ଯନ୍ତ୍ର ହେଉଛି, ପାଣ୍ଡିଆନଙ୍କ ବୁଦ୍ଧିରେ କାମ କରୁଛନ୍ତି ନବୀନ ପଟ୍ଟନାୟକ

ଗଞ୍ଜେଇ ଚାଷ ନଷ୍ଟ ନେଇ ପୋଲିସ ଡିଜି ଆର.ପି ଶର୍ମା କହିଲେ-ଚଳିତ ବର୍ଷ ୪୪୦୭ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି, କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୨୨୨୭ ଏକରର ଚାଷ ନଷ୍ଟ କରାଯାଇଛି; ସମ୍ବଲପୁର, ଦେଓଗଡ଼ ଓ ଅନୁଗୁଳରେ ଗଞ୍ଜେଇ ଚାଷ ପ୍ରାୟ ନାହିଁ