ଢେଙ୍କାନାଳ: ମୋଟୋଙ୍ଗା ଥାନା ବୁଢାପଙ୍କ ଗାଁ କୂଅରୁ ଖସି ପଡ଼ିଥିବା ଜଣେ ନାବାଳିକାକୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ, ଆଜି ସକାଳେ ନାବାଳିକା ଜଣଙ୍କ କୂଅରେ ଖସି ପଡ଼ିଥିଲେ

Previous ArticleNext Article

Send this to a friend