ପାଟନାଗଡ: ପାଟନାଗଡ ବ୍ରହ୍ମପୁରା ନିକଟରେ ବାଇକ୍‌ ଏବଂ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା। ବାଇକ୍‌ ଚାଳକ ଓ ଜଣେ ଛାତ୍ର ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଉତ୍ୟକ୍ତ ଲୋକେ ବସ୍‌ ଜାଳି ଦେଇଛନ୍ତି।

Previous ArticleNext Article

Send this to a friend