ବିଧାନସଭାରେ ହଟ୍ଟଗୋଳ ନେଇ ଗୃହ ବାହାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ- ପ୍ରଶ୍ନକାଳ ବାତିଲ କରି ମହାନଦୀ ପ୍ରସଙ୍ଗରେ ଆଲୋଚନା କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲି, ହେଲେ ସୁଯୋଗ ନ ମିଳିବାରୁ ଆମ ଦଳର ବିଧାୟକ ପ୍ରତିବାଦ କଲେ

Previous ArticleNext Article

Send this to a friend