ବୈଜୟନ୍ତ ବିଜେପିରୁ ଲଢ଼ିବା ଚର୍ଚ୍ଚା ନେଇ ସମୀର ଦେ କହିଲେ- ସେ ତ ଏଯାଏଁ ବିଜେପିରେ ଯୋଗ ଦେଇ ନାହାନ୍ତି, ଯୋଗଦେଲା ପରେ ତାଙ୍କ ପ୍ରାର୍ଥିତ୍ୱ କଥା ଦଳ ନିଷ୍ପତ୍ତି ନେବ, ସେ ଦଳକୁ ଆସିଲେ ହୃଦୟର ସହ ତାଙ୍କୁ ସ୍ୱାଗତ କରିବୁ

Previous ArticleNext Article

Send this to a friend