ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ମାନିଲେ ରାଜସ୍ୱ ମନ୍ତ୍ରୀ: ଗୃହରେ ପ୍ରଶ୍ନକାଳରେ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଉତ୍ତର- ଚୋରା ଚାଲାଣ ହେଉଥିବା ୧୦ ତହସିଲ ଅଞ୍ଚଳ ଚିହ୍ନଟ ହୋଇଛି,’ ସେଠାରେ ଓଡ଼ିଶା ଶିଳ୍ପ ନିରାପତ୍ତା ବାହିନୀ ମୁତୟନ କରାଯିବ

Previous ArticleNext Article

Send this to a friend