ବରଗଡ଼: ବରପାଲ୍ଲୀ ଜୁଲଟ ଗାଁର ଚାଷୀ ଗୋବର୍ଦ୍ଧନ ବାରିକ ବିଷ ପିଇ ଆତ୍ମହତ୍ୟା ଅଭିଯୋଗ; ଫସଲ ନଷ୍ଟ କାରଣରୁ ଗତ ୨୯ରେ ବିଷ ପିଇଥିଲେ, ଚିକିତ୍ସାଧୀନ ଅବସ୍ଥାରେ ଆଜି ବୁର୍ଲା ମେଡିକାଲରେ ମୃତ୍ୟୁ

Previous ArticleNext Article

Send this to a friend