ବାରିପଦା: ଟେବୁଲ ଫ୍ୟାନ୍ ସଂସ୍ପର୍ଶରେ ଆସି ୨ ଶିଶୁ କନ୍ୟା ମୃତ, ପଡ଼ୋଶୀ ଘରେ ଟିଭି ଦେଖିବା ବେଳେ ଫ୍ୟାନ୍‌ରେ ଲାଗୁଥିଲେ ସଦର ଥାନା ଷଢ଼େଇକଳା ଗାଁରେ ଘଟିଛି ଅଭାବନୀୟ ଘଟଣା, ଦୁଇ ମୃତକ ହେଲେ ବିଶ୍ୱନାଥ ସୋରେନ୍ ଓ ରାମଚନ୍ଦ୍ର ସୋରେନଙ୍କ ଝିଅ

Previous ArticleNext Article

Send this to a friend