ଭୁବନେଶ୍ୱର: ପୁରୀ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ନୀରଜ ଦାସ ଗିରଫ; କାଲି ପିପିଲି ଟୋଲ ଗେଟ୍ ନିକଟରୁ ଧରିଥିଲା ପୁରୀ ଭିଜିଲାନ୍ସ, ତାଙ୍କ କାରରୁ ୩ ଲକ୍ଷ ୨୮ ହଜାର ଟଙ୍କା ଜବତ ହୋଇଥିଲା

Previous ArticleNext Article

Send this to a friend