ହାସ୍ୟ ଅଭିନେତା ପପୁ ପମପମ୍ ଗୁରୁତର; ପାନିକ୍ରିୟାସ୍ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି, ଅଧିକ ଚିକିତ୍ସା ପାଇଁ ପପୁଙ୍କୁ ଦିଲ୍ଲୀ ଏମ୍ସ ପଠାଯିବାକୁ ଚାଲିଛି ଯୋଜନା

Previous ArticleNext Article

Send this to a friend