ଉପନିର୍ବାଚନ ବିଜୟ ପରେ ବରଗଡ଼ ବରପାଲି ଠାରେ ବିଜେପୁର ଜୁହାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ- ମହାନଦୀ ଓ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ନେଇ ଲଢ଼େଇ ଜାରି ରହିବ, ବୁଣାକାର ସାମଗ୍ରୀ ଉପରୁ GST ଛାଡ଼ ପାଇଁ ଦାବି ତୀବ୍ର ହେବ, ସମଗ୍ର ବିଜେପୁରକୁ ଅଗଷ୍ଟ ୧୫ ସୁଦ୍ଧା ବିଦ୍ୟୁତକରଣ କରାଯିବ

Previous ArticleNext Article

Send this to a friend