ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତା ଫିଙ୍ଗିବାକୁ ନେଇ ବିଜେପି ସଭାପତି ବସନ୍ତ ପଣ୍ଡା କହିଲେ-ବିଜେପି ଲୋକତନ୍ତ୍ରରେ ବିଶ୍ୱାସ କରେ, ହିଂସାତନ୍ତ୍ରରେ ନୁହେଁ; ଜୋତା ମାଡ଼ କରିଥିବା ବ୍ୟକ୍ତି ବିଜେପିର କର୍ମୀ ନୁହଁନ୍ତି, ଆଜି ଯାହା ଘଟିଲା ସେଥିପାଇଁ ଶାସକ ଦଳ ଦାୟୀ

Previous ArticleNext Article

Send this to a friend