ରତ୍ନ ଭଣ୍ଡାର ଚାବି ହଜିବା ଏବଂ ମିଳିବା ପ୍ରସଙ୍ଗରେ ଦାମୋଦର ରାଉତ କହିଲେ- ମୁଁ ୪୫ ବର୍ଷ ଭିତରେ କେବେ ରତ୍ନଭଣ୍ଡାର ଖୋଲାହେବା ଶୁଣିନି,୭୮ମସିହାରେ ବିଶ୍ୱଭୂଷଣ ଆଇନ ମନ୍ତ୍ରୀ ଥିବା ବେଳେ ଖୋଲିଥିବା କୁହାଯାଉଛି,ସେତେବେଳେ କଣ ମିଳିଲା, ଚାବି କୁଆଡ଼େ ଗଲା ସେ କହିବା କଥା

Previous ArticleNext Article

Send this to a friend