ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ପ୍ରସଙ୍ଗରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ଶତପଥୀ କହିଲେ- ଜଣେ ଇସ୍ତଫା ଦେବା ପରେ ସେଥିରେ କିଛି କଜ୍ ଅଫ୍ ଆକ୍ସନ ନାହିଁ, ସେ ନିଜେ ନିଜକୁ ଅଲଗା କରିଛନ୍ତି, ସେଥିରେ କିଛି କହିବାର ନାହିଁ

Previous ArticleNext Article

Send this to a friend