ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ମିଳିବା ନେଇ ବିଜେପିର ସାମ୍ୱାଦିକ ସମ୍ମିଳନୀରେ ପୀତାମ୍ୱର ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାଗୀ କହିଲେ; ସେ କହିଲେ- ଚାବି ରହସ୍ୟ ଶତାବ୍ଦୀର ସବୁ ଠାରୁ ବଡ଼ ଘୋଟାଲା, ମୁଖ୍ୟମନ୍ତ୍ରୀ, ଥାର୍ଡ଼ ଫ୍ଲୋର, ଜିଲ୍ଲାପାଳ, ମନ୍ଦିର ପ୍ରଶାସନ ଦାୟୀ, କେଉଁ ପରିସ୍ଥିତିରେ ରେକର୍ଡ଼ ରୁମ୍‌ରେ ଚାବି ରହିଲା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ

Previous ArticleNext Article

Send this to a friend