କଟକ: ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁଙ୍କ କାରକୁ ଧକ୍କା ଦେଲା ଟ୍ରକ୍, ଚୌଦ୍ୱାର ଡିହି ସାହି ଛକରେ ପଛପଟୁ ଧକ୍କା ଦେଲା ଟ୍ରକ୍, ଢେଙ୍କାନାଳ ଯାଉଥିଲେ, କାର ସାମାନ୍ୟ କ୍ଷତିଗ୍ରସ୍ତ, ଟ୍ରକ୍ ଡ୍ରାଇଭର ଥାନାରେ ଅଟକ
Previous Articleଦାଦାପୁଅକୁ ମାରିଦେଲା ବଡ଼ବାପାପୁଅ: ଅପହରଣ କଲା, ଟଙ୍କା ନମିଳିବାରୁ…