କଟକ: ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁଙ୍କ କାରକୁ ଧକ୍କା ଦେଲା ଟ୍ରକ୍‌, ଚୌଦ୍ୱାର ଡିହି ସାହି ଛକରେ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଢେଙ୍କାନାଳ ଯାଉଥିଲେ, କାର ସାମାନ୍ୟ କ୍ଷତିଗ୍ରସ୍ତ, ଟ୍ରକ୍‌ ଡ୍ରାଇଭର ଥାନାରେ ଅଟକ

Previous ArticleNext Article

Send this to a friend