ବ୍ରହ୍ମଗିରିର ବାଘମୁଣ୍ଡା-ସିପକୁଦା ଗାଁ ଗଣ୍ଡଗୋଳ ଘଟଣା: ସିପାକୁଦାର ୧୨ ଗଣ୍ଡଗୋଳକାରୀଙ୍କୁ ଗିରଫ କଲା ପୋଲିସ୍, ଗତ ୨୦ ତାରିଖରେ ପର୍ଯ୍ୟଟନ କେନ୍ଦ୍ରକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା, ବୋମା ଓ ଗୁଳିମାଡ଼ରେ ପ୍ରାୟ ୩୦ ଲୋକ ଆହତ ହୋଇଥିଲେ

Previous ArticleNext Article

Send this to a friend