NRC ପ୍ରସଙ୍ଗରେ ବିଜେପି, ବିଜେଡିର ସମାନ ଆଭିମୁଖ୍ୟ ପ୍ରସଙ୍ଗକୁ ସମାଲୋଚନା କଲେ ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ବାହିନୀପତି,କହିଲେ- ବିଜେପି ସହ ବିଜେଡିର ପୂର୍ବରୁ ଭିତିରି ସଂପର୍କ ରହିଛି,ସିବିଆଇ ଡରରେ ବିଜେଡି ଏବେ ବିଜେପିକୁ ସହଯୋଗ କରୁଛି, ଚିଟ୍‌ଫଣ୍ଡରେ ବହୁ ସାଂସଦ, ବିଧାୟକ ଛନ୍ଦି ହୋଇଥିବାରୁ ବିଜେଡ଼ିକୁ ଡର ଲାଗୁଛି

Previous ArticleNext Article

Leave a Reply

Send this to a friend