କଟକ: ସୁଭଦ୍ରାପୁର ବିଜୟ ପାଲ ଗୁଳିକାଣ୍ଡ ମାମଲାରେ ରିମାଣ୍ଡରେ ଯିବେ ସୁଶାନ୍ତ ଧଳସାମନ୍ତ ଏବଂ କର୍ପୋରେଟର ରଞ୍ଜିତା ବିଶ୍ୱାଳ, ଆଜିଠାରୁ ଉଭୟଙ୍କୁ ରିମାଣ୍ଡରେ ନେବ ସଦର ଥାନା ପୋଲିସ, ଜେଏମ୍ଏଫସି (ରୁରାଲ) ଦେଲେ ୩ ଦିନିଆ ରିମାଣ୍ଡ ଅନୁମତି

Previous ArticleNext Article

Send this to a friend