ମାଓ ମୁକାବିଲା ନେଇ ଆନ୍ଧ୍ର ଡିଜିପିଙ୍କ ସହ ମିଟିଂ କରି ଫେରିବା ପରେ ଡିଜିପି ଆର.ପି ଶର୍ମା କହିଲେ;ମାଓ ମୁକାବିଲା ନେଇ ମିଳିତ ଅପରେସନ କରାଯିବ, ବୈଠକରେ ନିଆ ଯାଇଥିବା ନିଷ୍ପତ୍ତି ଆଧାରରେ ଅପରେସନ ହେବ, ଅପରେସନରେ ଉଭୟ ରାଜ୍ୟ ମଧ୍ୟରେ ସମନ୍ୱୟକୁ ଗୁରୁତ୍ୱ ଦିଆଯିବ

Previous ArticleNext Article

Send this to a friend